ସାମନାରେ ଆହ୍ୱାନ- ‘ମୁମ୍ବାଇ ଉପରେ ଲାଗିଛି ବାହାର ଲୋକଙ୍କ ଗ୍ରହଣ, ଏକାଠି ହୁଅ ମହାରାଷ୍ଟ୍ର ଭୂମିପୁତ୍ର’

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ, ସୁଶାନ୍ତ ସିଂହ ରାଜପୁତ କେସ ସମେତ କେତେକ ମାମଲାରେ ବିରୋଧର ସମ୍ମୁଖୀନ ହୋଇଥିବା ଶିବସେନା ପୁଣିଥରେ ମରାଠା ସମ୍ମାନ କାର୍ଡ ଖେଳିଛି । ଶିବସେନାର ମୁଖପତ୍ର ସାମନାରେ କୁହାଯାଇଛି- ମୁମ୍ବାଇର ମହତ୍ୱକୁ କମ୍ କରିବାକୁ ଯୋଜନାବଦ୍ଧ ପ୍ରୟାସ କରାଯାଉଛି । ମୁମ୍ବାଇ ବାରମ୍ବାର ବଦନାମ ହେବା ଷଡ଼ଯନ୍ତ୍ରର ଅଂଶ । ସାମନା ଖବରକାଗଜରେ ଲେଖାଯାଇଛି ମୁମ୍ବାଇକୁ ପାକିସ୍ତାନ କହୁଥିବା ଜଣେ ଦୁଷ୍ଟ (ଅଭିନେତ୍ରୀ)ଙ୍କ ପଛରେ କିଏ ରହିଛନ୍ତି । ମହାରାଷ୍ଟ୍ର ଭୂମିପୁତ୍ର … Continue reading ସାମନାରେ ଆହ୍ୱାନ- ‘ମୁମ୍ବାଇ ଉପରେ ଲାଗିଛି ବାହାର ଲୋକଙ୍କ ଗ୍ରହଣ, ଏକାଠି ହୁଅ ମହାରାଷ୍ଟ୍ର ଭୂମିପୁତ୍ର’