କୂଅରୁ ୯ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
ତେଲେଙ୍ଗାନାର ୱାରଙ୍ଗାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ କୂଅରୁ ୯ ଜଣ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ପଞ୍ଚିମ ବଙ୍ଗ ଓ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ସେଥିରେ ଶିଶୁ ଏବଂ ମହିଳାଙ୍କ ମୃତଦେହ ମଧ୍ୟ ସମିଲ ରହିଛି । ପୋଲିସର କହିବାନୁଯାୟୀ, ୱାରଙ୍ଗାଲର ଏକ ଗାଁରେ ଏଭଳି ଘଟଣା … Continue reading କୂଅରୁ ୯ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
Copy and paste this URL into your WordPress site to embed
Copy and paste this code into your site to embed