ଆସନ୍ତାକାଲିଠାରୁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ
ପୁରୀ: ଭାବ ବିନୋଦିଆ ସହ ଆଉ ଭାବ ଲଗାଇପାରିବନି ଭକ୍ତ । ପୁରୀରେ ବଡ଼ଠାକୁରଙ୍କୁ କାଲିଠୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ, ୧୪ ଦିନ ପାଇଁ ଭକ୍ତ ଦର୍ଶନ କରିପାରିବେନି । ପୂର୍ବରୁ କାଳିଆ ଦର୍ଶନ ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । ଆଜି ସେବାୟତଙ୍କ ସହ ଆଲୋଚନା କରି କରୋନା ସଂକ୍ରମଣ ରୋକିବାକୁ ଶୁକ୍ରବାରଠାରୁ ସାଧାରଣ ଦର୍ଶନ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ସହଯୋଗ କରିବାକୁ ଅପିଲ୍ କରାଯାଇଛି । କରୋନା … Continue reading ଆସନ୍ତାକାଲିଠାରୁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ
Copy and paste this URL into your WordPress site to embed
Copy and paste this code into your site to embed