କଟକରେ ବଢ଼ିଲା କରୋନା କଟକଣା, ୮ ତାରିଖ ଯାଏ ସହର ସଟରଡାଉନ୍
ଭୁବନେଶ୍ୱର: କଟକରେ କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ । ଏନେଇ ସିଏମ୍ସି ତଫରୁ ବଡ଼ ଘୋଷଣା କରାଯାଇଛି । କଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକକୁ ଆଜିଠାରୁ ସଟଡାଉନ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଜୁଲାଇ ୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଟକ ବନ୍ଦ ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସହରରେ ଆଉ ସବୁକିଛି ବନ୍ଦ ରହିବ । ସୂଚନାଯୋଗ୍ୟ ଯେ, ଦିନକୁ ଦିନ କଟକରେ … Continue reading କଟକରେ ବଢ଼ିଲା କରୋନା କଟକଣା, ୮ ତାରିଖ ଯାଏ ସହର ସଟରଡାଉନ୍
Copy and paste this URL into your WordPress site to embed
Copy and paste this code into your site to embed