ଭୁବନେଶ୍ୱର: ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍ରୁ ହଟିବ ସଟ୍ଡାଉନ୍ । କିନ୍ତୁ ଲକ୍ଡାଉନ ବଳବତ୍ତର ରହିବ । ସଟ୍ଡାଉନ୍ ସରିବା ପରେ ଖୋଲା ରହିବ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ । ଏହି ସମୟରେ ବଜାରକୁ ଯାଇ ଭିଡ଼ କରିବାରୁ ଆବଶ୍ୟକ ନାହିଁ । ଯଦି ବଜାର ଯାଇ ଭିଡ଼ କରିବା ତା’ ହେଲେ ତେବେ ସାମାଜିକ ଦୂରତା ରକ୍ଷାକରାଯାଇପାରିବ ନାହିଁ । ଫଳରେ ଲକ୍ଡାଉନ୍ ଓ ୪୮ ଘଣ୍ଟାର ସଟ୍ଡାଉନ୍ର ଯେଉଁ … Continue reading ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍ରେ ଆଜି ସରିବ ସଟ୍ଡାଉନ୍: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ
Copy and paste this URL into your WordPress site to embed
Copy and paste this code into your site to embed