spot_img

Latest Posts

ପର୍ଯ୍ଯଟକଙ୍କ ଗାଡ଼ି ଆଗେ ଆଗେ ଚାଲିଲା ମହାବଳ ବାଘ

ମୟୂରଭଞ୍ଜ: ସମସ୍ତେ ଭୟଭୀତ ହୋଇଯାଇଥିଲେ। ପର୍ଯ୍ଯଟକଙ୍କ ଗାଡ଼ି ଆଗେ ଆଗେ ଚାଲିଲା ମହାବଳ ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏଭଳି ଘଟିଛି। ପର୍ଯ୍ୟଟକଙ୍କ ଗାଡ଼ି ଆଗେ ଆଗେ ମହାବଳ ବାଘ ଚାଲିଥିଲା।  ବାଘ ଦେଖି ପର୍ଯ୍ୟଟକ ଡରି ଯାଇଥିଲେ। ବାରିପଦାର ଏକ ପର୍ଯ୍ୟଟକ ଟିମ୍ ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ । ଫେରିଲା ବେଳେ ଚହଲା ନିକଟରେ ଗୋଟିଏ ଗୋଟିଏ ମହାବଳ ବାଘ ସେମାନଙ୍କ ଗାଡ଼ି ଗାଡ଼ି ଆଗେ ଆଗେ ଚାଲିଥିଲା । ତେବେ ବାଘଟି କାହାର କିଛି କ୍ଷତି କରିନାହିଁ। ପର୍ଯ୍ଯଟକମାନେ ମିଳିପାଳ ଅଭୟାରଣ୍ୟରୁ ସୁରକ୍ଷିତ ଭାବେ ଫେରିଛନ୍ତି ।

 

Latest Posts

Don't Miss