ୟେଦିୟୁରପ୍ପାଙ୍କ ସଂପର୍କରେ ଆସିଥିବା ୬ ଜଣ କରୋନା ପଜିଟିଭ୍, ସଙ୍ଗରୋଧରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ:କର୍ଣ୍ଣାଟକରେ କିଛି ବରିଷ୍ଠ ନେତା ନିକଟରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବରିଷ୍ଠ ପଦାଧିକାରୀଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । । ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦିୟୁରପ୍ପା ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟାଙ୍କୁ ପଜିଟିଭି୍ ଚିହ୍ନଟ ହେବା ପରେ ପରୀକ୍ଷଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ‌.ୟେଦିୟୁରପ୍ପାଙ୍କ ୬ ଜଣ କର୍ମଚାରୀ ପୂବର୍ରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୭୫ … Continue reading ୟେଦିୟୁରପ୍ପାଙ୍କ ସଂପର୍କରେ ଆସିଥିବା ୬ ଜଣ କରୋନା ପଜିଟିଭ୍, ସଙ୍ଗରୋଧରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ