ଆଦିତ୍ୟ ମୃତ୍ୟୁ ମାମଲା, ଜିଆରପି ମାଗିଲା ଟ୍ରେନ୍ ତାଲିକା
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ଉଠୁନି ସସପେନ୍ସ । ହତ୍ୟା ମାମଲା ରୁଜୁ କରିଥିବା ଜିଆରପି ମାଗିଛି ଟ୍ରେନ୍ ତାଲିକା । ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସକାଳ । ଲିଙ୍ଗରାଜ ରୋଡ୍ ଦେଇ କେଉଁ କେଉଁ ଟ୍ରନ୍ ଯାଇଛି ରେଲୱେକୁ ଜିଆରପି ସେସବୁର ଲିଷ୍ଟ ମାଗିଛି । ଟ୍ରେନ୍ ତାଲିକା ମିଳିବା ପରେ ଲୋକୋ ପାଇଲଟ୍ କହିପାରିବେ ସେଦିନ କେହି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ନାହିଁ । ଟ୍ରେନ୍ … Continue reading ଆଦିତ୍ୟ ମୃତ୍ୟୁ ମାମଲା, ଜିଆରପି ମାଗିଲା ଟ୍ରେନ୍ ତାଲିକା
Copy and paste this URL into your WordPress site to embed
Copy and paste this code into your site to embed