୨୧ ଦିନର ଲକ୍‌ଡାଉନ୍‌,ଦୋକାନୀ ଶିଖାଉଛନ୍ତି ସୋସିଆଲ ଡିଷ୍ଟାନସିଂ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ପୁରା ଦେଶ ପାଇଁ ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା କରଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦେଶ ସରା ଲୋକଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀ ମହଜୁଦ କରିବା ପାଇଁ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏମିତିରେ ଦୋକାନୀଙ୍କୁ ଗହଳି ଭିତରେ ନିଜର ତଥା ଗ୍ରାହକଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ପଡୁଛି । କିଛି ଦୋକାନୀ ନିଜ ଦୋକାନ ଆଗରେ ଧାଡି ପାଇଁ ଗାର ଟାଣିଛନ୍ତି । ପ୍ରତି ଗାର କିମ୍ବା … Continue reading ୨୧ ଦିନର ଲକ୍‌ଡାଉନ୍‌,ଦୋକାନୀ ଶିଖାଉଛନ୍ତି ସୋସିଆଲ ଡିଷ୍ଟାନସିଂ