ସେପ୍ଟେମ୍ୱର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ୱର ପହିଲାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ୱର ୧ରୁ ୯ ଯାଏଁ ଚାଲିବ ଅଧିବେଶନ ।  ୯ ଦିନ ମଧ୍ୟରୁ ୮ ଦିନ କାର୍ଯ୍ୟ ଦିବସ ରହିଛି । ୮ ଦିନରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ ୩ ସେପ୍ଟେମ୍ୱର ପ୍ରାଇଭେଟ୍ ମେମ୍ୱର୍ସ ବିଜନେସ୍ ପାଇଁ ଦିନ ଧାର୍ଯ୍ୟ ହୋଇଛି ।  ଏ ନେଇ  ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିସହିତ ପଢ଼ନ୍ତୁ: ଜୀବନକୁ ବାଜି ଲଗାଇ ଆଫଗାନିସ୍ତାନ ଛାଡ଼ୁଛନ୍ତି ଲୋକେ: ବିମାନରୁ ଖସି ପଡ଼ିଲେ ୩ଜଣ, ଦେଖନ୍ତୁ ଭଡିଓ

Leave a Reply