ଖୁବଶୀଘ୍ର ଦାୟିତ୍ୱ ନେବେ ରାଜ୍ୟ ବିଜେପିର ନୂଆ ନେତୃତ୍ୱ
ଭୁବନେଶ୍ୱର: କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ? କାହା ନେତୃତ୍ୱରେ ବିଜେପି ସଜାଡିବ ଘର ? ଦୀର୍ଘ ଦିନ ଧରି ଏ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିବାକୁ ଯାଉଛି । ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୩୪ଟିରେ ସଭାପତି ନିର୍ବାଚନ ସରିଛି । ବାକି ୨ଟିରେ ସଭାପତି ଚୟନ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଛି । ସେପଟେ ଆସନ୍ତା ୧୭ରେ ରାଜ୍ୟ ସଙ୍ଗଠନର ନୂଆ ମଙ୍ଗୁଆଳ ନିର୍ବାଚନକୁ ମିଳିଛି ସବୁଜ ସଙ୍କେତ ।ଖୁବଶୀଘ୍ର … Continue reading ଖୁବଶୀଘ୍ର ଦାୟିତ୍ୱ ନେବେ ରାଜ୍ୟ ବିଜେପିର ନୂଆ ନେତୃତ୍ୱ
Copy and paste this URL into your WordPress site to embed
Copy and paste this code into your site to embed