କ୍ୟାବିନେଟ୍ ବୈଠକରେ ୨୨ଟି ପ୍ରସ୍ତାବରେ ଲାଗିଲା ମୋହର
ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ କ୍ୟାବିନେଟ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ୨୨ଟି ପ୍ରସ୍ତାବରେ ମୋହର ଲାଗିଛି । ଯେତେବେଳେ କି କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଥିଲା । କରୋନା ସମୟରେ ଆର୍ଥିକ ଅବସ୍ଥା ଭଷୁଡ଼ି ପଡ଼ିଥିବା ବେଳେ ପୁଣିଥରେ ୨୦୨୦-୨୧ ବର୍ଷ ଆର୍ଥିକ ବଜେଟକୁ ସମୀକ୍ଷା କରାଯାଇଛି । ଅର୍ଥ ବିଭାଗର … Continue reading କ୍ୟାବିନେଟ୍ ବୈଠକରେ ୨୨ଟି ପ୍ରସ୍ତାବରେ ଲାଗିଲା ମୋହର
Copy and paste this URL into your WordPress site to embed
Copy and paste this code into your site to embed