ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍ଡାଉନ୍
ଭୁବନେଶ୍ୱର: ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ଅବଧିକୁ ବଢାଇଛି । ଏପ୍ରିଲ ୧୪ ତାରିଖରେ ସରିବାକୁ ଥିବା ଲକଡାଉନ ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ । ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ସନ୍ଦେଶରେ ଏସଂପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସନ୍ଦେଶରେ କହିଛନ୍ତି ଯେ, ଗୋଟିଏ ଶତାବ୍ଦୀ ମଧ୍ୟରେ କରୋନା ହେଉଛି ମାନବ ଜାତି ଦେଖିଥିବା ସବୁଠୁ … Continue reading ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍ଡାଉନ୍
Copy and paste this URL into your WordPress site to embed
Copy and paste this code into your site to embed