ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆସନ୍ତା ୧୫ ତାରିଖରୁ ରାଜ୍ୟବ୍ୟାପୀ ଲାଗୁହେବ । ଏହା ଏପ୍ରିଲ୍ ୩୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ, ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଭଳି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ପ୍ରତିବନ୍ଧକ ରହିବ । କିନ୍ତୁ, ପ୍ରତିବନ୍ଧକରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର । ବିଶେଷକରି ରବି ଫସଲ ଅମଳ ଓ ଖରିଫ ଫସଲ ଆରମ୍ଭ ହେବାକୁ ଥିବାରୁ ଲକଡାଉନ ପ୍ରତିବନ୍ଧକରୁ ଏହାକୁ ବାଦ୍ ଦିଆଯାଇଛି । ପ୍ରେସମିଟରେ ଏସବୁର … Continue reading ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର
Copy and paste this URL into your WordPress site to embed
Copy and paste this code into your site to embed