ଗୋଟିଏ ଇଞ୍ଜିନରେ ଟ୍ରାକରେ ଗଡ଼ିଲା ୩ଟି ମାଲବାହୀ ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାରେ ଇତିହାସ ରଚିଲା ଭାରତୀୟ ରେଳବାଇ । ୧୭୭ଟି ମାଲଭର୍ତ୍ତି ୱାଗନକୁ ଗୋଟିଏ ଇଞ୍ଜିନରେ ଗଡ଼ାଇ ରେଳବାଇର ରେକର୍ଡ । ଦକ୍ଷିଣ-ପୂର୍ବ ରେଳପଥ ମିଶନ୍ ଆନାକୋଣ୍ଡା ସଫଳ ହୋଇଛି । ଲଜକୁରାରୁ ରାଉରକେଲା ଦେଇ ଗଡ଼ିଛି ସୁପର ଆନାକୋଣ୍ଡା ଟ୍ରେନ୍ । ଦେଶରେ ରେଳବାଇ ଇତିହାସରେ ପ୍ରଥମ ଥର ପାଇଁ ତିନୋଟି ମାଲବାହୀ ଟ୍ରେନକୁ ଏକାଠି କରି ଟ୍ରାକରେ ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ଥିଲା ୧୭୭ଟି ମାଲଭର୍ତ୍ତି ୱାଗନ୍ । ୧୫ ହଜାର ଟନର … Continue reading ଗୋଟିଏ ଇଞ୍ଜିନରେ ଟ୍ରାକରେ ଗଡ଼ିଲା ୩ଟି ମାଲବାହୀ ଟ୍ରେନ୍