ପ୍ରଶ୍ନର ଜବାବ ପ୍ରଶ୍ନ: ବିପତ୍ତି ସମୟରେ ସିବଲଙ୍କ ସହଯୋଗର ହିସାବ ମାଗିଲେ ସୋଲିସିଟର ଜେନେରାଲ

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟରେ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଶୁଣାଣି ହୋଇଛି । ଶୁଣାଣି ବେଳେ ମାନ୍ୟବର କୋର୍ଟଙ୍କୁ ବର୍ତ୍ତମାନ ସମୟରେ ଶ୍ରମିକଙ୍କ ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି । ଏଥିସହିତ ଶ୍ରମିକଙ୍କ ନିମନ୍ତେ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ସୋଲିସିଟର ଜେନେରାଲ । ସୁପ୍ରିମକୋର୍ଟରେ ଚାଲିଥିବା ଏହି ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁଷାର ମେହେତା ଏବଂ ବରିଷ୍ଠ ଓକିଲ କପିଲ ସିବଲଙ୍କ ମଧ୍ୟରେ କଡ଼ା ଯୁକ୍ତିତର୍କ ହୋଇଥିଲା । … Continue reading ପ୍ରଶ୍ନର ଜବାବ ପ୍ରଶ୍ନ: ବିପତ୍ତି ସମୟରେ ସିବଲଙ୍କ ସହଯୋଗର ହିସାବ ମାଗିଲେ ସୋଲିସିଟର ଜେନେରାଲ