ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ କିଛି ଏଭଳି କହିଲେ ଅଙ୍କିତା

ନୂଆଦିଲ୍ଲୀ: ବୁଧବାର ସୁଶାନ୍ତ ସିଂହ ରାଜପୁତ ମାମଲାରେ ବଡ଼ ମୋଡ଼ ଆସିଛି । କେନ୍ଦ୍ର ସରକାର ଏହି ମାମଲାରେ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏହାପରେ ସୁଶାନ୍ତ ମୃତ୍ୟୁକୁ ନେଇ ଲାଗିରହିଥିବା ସସପେନ୍ସ ଉପରୁ ପରଦା ଉଠାଇବ ସିବିଆଇ । ବିହାର ସରକାର ଏହି ମାମଲାର ତଦନ୍ତ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିସ କରିଥିଲେ । ଏଭଳି ପଦକ୍ଷେପ ପରେ ସୁଶାନ୍ତଙ୍କ ପ୍ରଶଂସକ ଆଶ୍ୱସ୍ତ ଅନୁଭବ କରିଛନ୍ତି ଏବଂ ମାମଲାର ନିରେପକ୍ଷ ତଦନ୍ତ ନେଇ ଆଶା … Continue reading ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ କିଛି ଏଭଳି କହିଲେ ଅଙ୍କିତା