ବଦଳିବ ସ୍ୱର୍ଗଦ୍ୱାରର ରୂପ, ଏମିତି ଦେଖାଯିବ
ଭୁବନେଶ୍ୱର: ସ୍ୱର୍ଗଦ୍ୱାରର ଉନ୍ନତିକରଣ ହେବ । ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୫ କୋଟି ଟଙ୍କା । ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ସ୍ୱର୍ଗଦ୍ୱାର ବିକାଶ ହେବ । ଶବଦାହଠାରୁ ଆରମ୍ଭ କରି ଶବ ବାହକମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ନେଇ ପଦକ୍ଷେପ ନିଆଯିବ । ଶବ ବାହକମାନଙ୍କ ପାଇଁ ନିର୍ମାଣ ହେବ ବିଶ୍ରାମ କକ୍ଷ । ଚାରିପାଖରେ ବୃକ୍ଷ ରୋପଣ କରାଯିବ । ବିକାଶ ପରେ … Continue reading ବଦଳିବ ସ୍ୱର୍ଗଦ୍ୱାରର ରୂପ, ଏମିତି ଦେଖାଯିବ
Copy and paste this URL into your WordPress site to embed
Copy and paste this code into your site to embed