ଅନ୍ତର୍ଜାତୀୟ ଖେଳ ତାଜା ଖବର ହାଇଲାଇଟ୍ ସମ୍ବାଦ ପୁଣି ଧୂଳି ଚାଟିଲା ପାକିସ୍ତାନ ; ୬ ୱିକେଟରେ ପାକିସ୍ତାନକୁ ପରାସ୍ତ ଭାରତ September 22, 2025 ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନକୁ ହରାଇଲା ଭାରତ । ଏସିଆ କପ ସୁପର ଫୋରରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ଟସ୍ ଜିତି...