ଜାତୀୟ ଭାଇରାଲ୍ ମୁଖ୍ୟ ଖବର ଭୁବନଙ୍କୁ ମିଳୁନି ‘କଚ୍ଚା ବାଦାମ’ ଲାଭ February 10, 2022 ନୂଆଦିଲ୍ଲୀ: ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି କଚ୍ଚା ବାଦାମ ଗୀତ । ଭାଇରାଲ୍ ସହ ଲୋକ ଖୁବ୍ ଚର୍ଚ୍ଚା ମଧ୍ୟ କରୁଛନ୍ତି । ସାଧାରଣ...