Bonda Ghati

ମାଲକାନଗିରି: ବଣ୍ଡାଘାଟିରେ ପହଞ୍ଚିଲେ ମାଲକାନଗିରି ଜିଲ୍ଲାପାଳ । ବଣ୍ଡାଘାଟିରେ ବସବାସ କରୁଥିବା ଆଦିମ ଅଧିବାସୀ କରୋନା ସଂକ୍ରମିତ ହେବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପହଞ୍ଚିଛନ୍ତି...