Capital Hospital Bhubaneswar

ଭୁବନେଶ୍ବର: ଭୁବନେଶ୍ବରରେ ସହରିଆଙ୍କୁ ଚିନ୍ତା ବଢାଇଛନ୍ତି ବୁଲା କୁକୁର । ବଢୁଛି କୁକୁର କାମୁଡା ଘଟଣା । ଦୈନିକ କ୍ୟାପିଟାଲ ହସ୍ପଟାଲରେ ଚିକିତ୍ସା ପାଇଁ ଲାଗୁଛି ଭିଡ଼...