ଖେଳ ଜାତୀୟ ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ୟଶ ଦୟାଲଙ୍କୁ ହୋଇପାରେ ୧୦ ବର୍ଷ ଜେଲ: ପୀଡ଼ିତା ଦାଖଲ କଲେ ବଡ଼ ପ୍ରମାଣ July 8, 2025 ଭାରତୀୟ କ୍ରିକେଟର ୟଶ ଦୟାଲଙ୍କ ପାଇଁ ସମସ୍ୟା ବଢ଼ିପାରେ । ୟଶଙ୍କ ଉପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅଧୀନରେ ଏଫଆଇଆର ଦାଖଲ କରାଯାଇଛି ।...