spot_img

Tag: corona

Browse our exclusive articles!

ଘରୁ ଡାକି ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା ; ଚରମ୍ପା ଗୁଣ୍ଠୁଣିଆ ବଜାରରେ ଘଟିଛି ହତ୍ୟାକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଘରୁ ଡାକି ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା।...

କ୍ୟାମେରାମ୍ୟାନଙ୍କୁ ହାଣି ହତ୍ୟା ; ବାହାଘର ଚାଲିଥିବା ବେଳେ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧ ଜିଲ୍ଲା ସଦର ଥାନା କାସଲପୁର ଗାଁରେ...

ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ ; ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ମଧ୍ୟରେ ଭୟର ବାତାବରଣ

ନନ୍ଦିଘୋଷ ବ୍ୟୁରୋ : ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ। ଆଜି...

କରୋନା, ଆମେରିକା-ଚୀନ୍ ବିବାଦ ପାଇଁ ମହଙ୍ଗା ହେଉଛି ଆପଣଙ୍କ ସୁନା !

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାର ମଜବୁତ୍ ହେବା କାରଣରୁ ସୁନା ଦର୍ ରେକର୍ଡ ଭାଙ୍ଗିଛି । ଫ୍ୟୁଚର ବଜାରରେ ସୁନା ଦର ୧୦ଗ୍ରାମ ପ୍ରତି ୫୧,୮୩୩ଟଙ୍କା ରହିଛି । ଏହାସହ ରୂପା ଦର ମଧ୍ୟ...

କରୋନା କବଳରେ ଶିବରାଜ,ଟ୍ୱିଟ୍ କରି ଦେଲେ ସୂଚନା

ମୂମ୍ବାଇ: କରୋନା କବଳରୁ କେହି ବି ବାଦ ପଡ଼ୁ ନାହାନ୍ତି । ଦେଶରେ ପୁଣି ଜଣେ ନେତାଙ୍କୁ କରୋନା । ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ୍‌ରାଜ ସିଂହ ଚୌହାନ...

ପୁଣି ଗଲା ୧୦ ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ଜଣଙ୍କ ମୁଣ୍ଡ ନେଲା କରୋନା । କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୧୩୦ରେ ପହଞ୍ଚିଛି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ପ୍ରତ୍ୟେକ ଦିନ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏବେ କିଛି ଦିନ ହେବ ଲଗାତର ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଯାହାକି ଚିନ୍ତାର ବିଷୟ । ତେବେ ଗତ ୨୪ ଘଣ୍ଟାରେ ଦଶ ଜଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଛାନିଆ କରିଛି । ଏହି ୧୦ ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ଦୁଇ ଜଣ ରହିଥିବା ବେଳେ ଗଜପତିରୁ ଜଣେ, ଗଞ୍ଜାମରୁ ତିନି ଜଣ, ଝାରସୁଗଉଡ଼ାରୁ ଜଣେ, ରାୟଗଡ଼ାରୁ ଜଣେ ଓ ସୁନ୍ଦରଗଡ଼ରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ବୁଧବାର ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ, ଚିନ୍ତା ବଢାଉଛି ଗଞ୍ଜାମ….

ଭୁବନେଶ୍ୱର : ରାଜ୍ୟର ଗତ ୨୪ ଘଣ୍ଟାର ସଂକ୍ରମିତଙ୍କର ଜିଲ୍ଲାୱାରୀ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୨ ତାରିଖରେ ୧୨୬୪ ଜଣ ସଂକ୍ରମିତ...

ଚାଲିଗଲା ପୁଣି ୬ ଜୀବନ, କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି…

ଭୁବନେଶ୍ୱର:  ରାଜ୍ୟରେ ଆଜି ୬ଜଣ କୋଭିଡ୍ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାର କୋଭିଡ ମୁକାବିଲା ନେଇ ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ସଂକ୍ରମିତଙ୍କ ମଧ୍ୟରେ  ମୃତ୍ୟୁ ସଂଖ୍ୟା ଆଜିକାର ମୃତକଙ୍କୁ...

Popular

ଘରୁ ଡାକି ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା ; ଚରମ୍ପା ଗୁଣ୍ଠୁଣିଆ ବଜାରରେ ଘଟିଛି ହତ୍ୟାକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଘରୁ ଡାକି ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା।...

କ୍ୟାମେରାମ୍ୟାନଙ୍କୁ ହାଣି ହତ୍ୟା ; ବାହାଘର ଚାଲିଥିବା ବେଳେ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧ ଜିଲ୍ଲା ସଦର ଥାନା କାସଲପୁର ଗାଁରେ...

ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ ; ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ମଧ୍ୟରେ ଭୟର ବାତାବରଣ

ନନ୍ଦିଘୋଷ ବ୍ୟୁରୋ : ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ। ଆଜି...

ଓଡ଼ିଶାରେ ତେଲର ଅଭାବ ନାହିଁ, ପାନିକ ହୁଅନ୍ତୁନି: ଯୋଗାଣ ମନ୍ତ୍ରୀ

ଓଡ଼ିଶାରେ ତେଲର ଅଭାବ ନାହିଁ, ପାନିକ ହୁଅନ୍ତୁନି: ଯୋଗାଣ ମନ୍ତ୍ରୀ ନନ୍ଦିଘୋଷ ବ୍ୟୁରୋ:...