spot_img

Tag: COVID19

Browse our exclusive articles!

ଟାଟା ପାଓ୍ବାର ବିରୋଧରେ ବଢୁଛି ଜନଅସନ୍ତୋଷ, ରାଜ୍ୟବାସୀଙ୍କ ସ୍ବର ସାଜିଲା ବିଜେଡି

ଟାଟା ପାଓ୍ବାର ବିରୋଧରେ ବଢୁଛି ଜନଅସନ୍ତୋଷ, ରାଜ୍ୟବାସୀଙ୍କ ସ୍ବର ସାଜିଲା ବିଜେଡି ନନ୍ଦିଘୋଷ...

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ ପରେ ଜଣେ ବରିଷ୍ଠ

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ...

ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ

ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ ନନ୍ଦିଘୋଷ ବ୍ୟୁରୋ:...

ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଳୁ କୋଭିଡ୍‌ ଯୋଦ୍ଧା ମାନ୍ୟତା ମିଳୁ ବୋଲି ସରକାରଙ୍କୁ ନିବେଦନ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିପାଇଁ ମୁଖ୍ୟ ପ୍ରଶାସକଙ୍କୁ ଶ୍ରୀମନ୍ଦିର କର୍ମଚାରୀମାନେ ଧନ୍ୟବାଦ ଦେଇଛନ୍ତି । ...

କରୋନାର ତୃତୀୟ ଲହରରେ ଶିଶୁଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା

ଭୁବନେଶ୍ୱର: କୋଭିଡ୍ ମୁକାବିଲା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ତୃତୀୟ ଲହରରେ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇ ପାରେ କରୋନା। କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।...

ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ କୋଲକାତାରେ ଆରମ୍ଭ ହେଲା ଏକମୋ ଟ୍ରିଟମେଣ୍ଟ

ଭୁବନେଶ୍ୱର: କୋଭିଡ୍‌ରେ ଆକ୍ରାନ୍ତ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ ଏକମୋ ଟ୍ରିଟମେଣ୍ଟ ପାଇଁ କୋଲକାତା ନିଆଯାଇଛି। କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଗ୍ରୀନ କରିଡରରେ ଭୁବନେଶ୍ୱର...

କୋଭିସିଲ୍ଡର ଗୋଟିଏ ଡୋଜ୍ କଣ ଯଥେଷ୍ଟ ? ଜାଣନ୍ତୁ ଏନେଇ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଆପଣଙ୍କ ମନରେ କେବେ ନା କେବେ ଆସିଥିବ ଯେ ଟିକାର ଗୋଟିଏ ଡୋଜ କଣ ପ୍ରଭାବଶାଳୀ ନୁହେଁ କି ? ଏହାର ଦ୍ୱିତୀୟ ଡୋଜ ନେବା କେତେ ଗୁରୁତ୍ୱପୂର୍ଣ୍ଣ ? ତେବେ...

ଦେଶରେ ୧ ଲକ୍ଷରୁ କମ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ  । ଦୀର୍ଘ ଦୁଇ ମାସ ପରେ ଦେଶରେ ଲକ୍ଷେରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୮୬...

Popular

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ ପରେ ଜଣେ ବରିଷ୍ଠ

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ...

ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ

ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ ନନ୍ଦିଘୋଷ ବ୍ୟୁରୋ:...

ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ ଟିଭି ହାତରେ ସାଙ୍ଘାତିକ ପ୍ରମାଣ

ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ...