female maoist

ନନ୍ଦିଘୋଷ ବ୍ୟୁରୋ : ଆତ୍ମ ସମର୍ପଣ କଲେ କୁଖ୍ୟାତ ମାଓନେତ୍ରୀ ଭାଚେଲା ମାତାମି । ତାଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ସେ...