food tention

ଉଦଳା: ହଷ୍ଟେଲରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଖୁଂଟା ବ୍ଲକ ଅଧିନ ଶିମିଳିପାଳ ହାଇସ୍କୁଲରେ ଅନିୟମିତତା ଅଭିଯୋଗ।  ଅଭିଯୋଗ କରିଛନ୍ତି ଖୋଦ୍ ବିଦ୍ୟାଳୟ ପରିଚାଳନା...