ଅନ୍ତର୍ଜାତୀୟ ତାଜା ଖବର ମୁଖ୍ୟ ଖବର ମାଲିରେ ଧସିଲା ସୁନା ଖଣି ; ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ January 25, 2024 ନନ୍ଦିଘୋଷ ବ୍ୟୁରୋ : ଆଫ୍ରିକୀୟ ଦେଶ ମାଲିରେ ଧସିଲା ସୁନା ଖଣି । ଏଥିରେ ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କଙ୍ଗିବା ଜିଲା ଦକ୍ଷିଣ...