ଖେଳ ଜାତୀୟ ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଆଜିଠୁ ଆଇସିସିର ନୂଆ ନିୟମ ଲାଗୁ, ବିନା ହେଲମେଟରେ ପଡିଆକୁ ଓହ୍ଲାଇବେନି ଖେଳାଳି June 1, 2023 ନୂଆଦିଲ୍ଲୀ: କ୍ରିକେଟ ଖେଳ ନିୟମରେ ହେବ ବଡ ପରିବର୍ତ୍ତନ । ଆଜିଠୁ ଲାଗୁ ହେଉଛି ଆଇସିସିର ନୂଆ ନିୟମ । ଏଣିକି ସବୁ ଖେଳାଳି ହେଲମେଟ୍ ପିନ୍ଧିବାକୁ...