ଜାତୀୟ ତାଜା ଖବର ମନୋରଞ୍ଜନ ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ’ହେରା ଫେରୀ ୩’କୁ ଫେରିଲେ ବାବୁ ଭେୟା: ପରେଶ ରାଓ୍ବଲ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କେମିତି ହେଲା? July 1, 2025 ନୂଆଦିଲ୍ଲୀ: ’ହେରା ଫେରୀ’ ଫିଲ୍ମର ଅଗଣିତ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ’ହେରା ଫେରୀ ୩’ରୁ ବାହାର ହୋଇଥିବା ବରିଷ୍ଠ ଅଭିନେତା...