ଓଡ଼ିଶା ତାଜା ଖବର ମୁଖ୍ୟ ଖବର ୧୨ ତାରିଖ ପରେ ରାଜ୍ୟକୁ ପୁଣି ଫେରିବ ତାତି May 8, 2025 ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ତାତି। ଦିନ କଥା ଛାଡନ୍ତୁ ରାତିରେ ବି ହେବ ଅସହ୍ଯ ଗରମ। ଦିନରେ ଯେମିତି ଆଉଟୁ ପାଉଟୁ କରୁଛି ଗରମ, ରାତିରେ...