Maharashtra Bhushan Award ceremony

ମୁମ୍ବାଇ: ମହାରାଷ୍ଟ୍ର ନଭି ମୁମ୍ବାଇରେ ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆଓ୍ବାର୍ଡ ସମାରୋହରେ ବଡ଼ ଅଘଟଣ। ଅଂଶୁଘାତରେ ୧୧ଜଣଙ୍କ ମୃତ୍ୟୁ। ୧୨୦ରୁ ଊର୍ଦ୍ଧ୍ବ ହୃଦଘାତର ଶିକାର ହୋଇଛନ୍ତି। ସମାରୋହରେ...