Model Soumya Ranjan

ଭୁବନେଶ୍ୱର: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା। ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମର ତନାଘନା। ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି।...