spot_img

Tag: NANDIGHOSHA TV

Browse our exclusive articles!

ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେର୍କଡ଼

ନନ୍ଦିଘୋଷ ବ୍ୟୁରୋ: ଥରିଲା ଜାପାନ । ଭାରତୀୟ ସମୟ ଅନୁଯାୟୀ ଶନିବାର...

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, RBI ଡ଼ାଟା ସେଣ୍ଟରର କରିବେ ଉଦ୍ଦଘାଟନ

ନନ୍ଦିଘୋଷ ବ୍ୟୁରୋ: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପାଖେଇଲାଣି ବାତ୍ୟା !

ନନ୍ଦିଘୋଷ ବ୍ୟୁରୋ: ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ବାତ୍ୟା ଅର୍ଣ୍ଣବ। ଆଜି...

ଋଷ-ୟୁକ୍ରେନ ଯୁଦ୍ଧ: ଲାଗୁ ହେଲା ଅସ୍ଥାୟୀ ଅସ୍ତ୍ରବିରତି !

ନନ୍ଦିଘୋଷ ବ୍ୟୁରୋ: ଋଷ ଅଧିକୃତ ତଥା ୟୁକ୍ରେନ ଅନ୍ତର୍ଗତ ଓଲେକ୍ସି ସହରରେ...

ଦମ୍ପତିଙ୍କୁ ଲୁଟର ମାଷ୍ଟରମାଇଣ୍ଡ ଭଡ଼ା ଗାଡିର ଡ୍ରାଇଭର

ବଲାଙ୍ଗୀର: ସଇଁତଲା ଥାନା ଅଞ୍ଚଳରେ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାସ । ଘଟଣାର ମାଷ୍ଟରମାଇଣ୍ଡ ଥିଲା ଭଡ଼ା ଗାଡ଼ିର ଡ୍ରାଇଭର ।  ଘୁନସର ଗାଁ କଲେଜ ରାସ୍ତାରେ...

କଲବଲ କରିବ ତାତି, ୩ରୁ ୫ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ବର: ବଢ଼ିବ ପାରଦ । କଲବଲ କରିବ ତାତି । ୩ରୁ ୫ ଡିଗ୍ରୀ ଯାଏଁ ଉପର ମୁହାଁ ହେବ ପାରଦ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ପାଇବା...

ଗୋଟିଏ ଦିନରେ ତିନି ଥର ଡାଉନ ହେଲା ସୋସିଆଲ ମିଡ଼ିଆ ‘ଏକ୍ସ’

ନନ୍ଦିଘୋଷ ବ୍ୟୁରୋ: ପୁଣି ଡାଉନ ହେଲା ସୋସିଆଲ ମିଡିଆ ଏକ୍ସ । ଗୋଟିଏ ଦିନରେ ତିନି ତିନି ଥର ଡାଉନ ହେଲା ଏକ୍ସ । ବାରମ୍ବାର ସାଇଟ ଡାଉନ ହେବାରୁ ବ୍ୟତିବ୍ୟସ୍ତ ହୋଇ...

ଆଜି ବି ସରଗରମ ହେବ ବିଧାନସଭା, ବିରୋଧୀ ଆଣିବେ ମୁଲତବି ପ୍ରସ୍ତାବ

ଭୁବନେଶ୍ବର: ଚାଲିଛି ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆଜି ବି ବେଶ ସରଗରମ ହୋଇପାରେ ଗୃହ । ଆଜି ପ୍ରଶ୍ନକାଳରେ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ...

ଚମ୍ପିୟନ୍ସ ଟ୍ରଫି: ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ବାଜିଲା ଚମ୍ପିୟନ୍ସ ଟ୍ରଫି ଫାଇନାଲ ବିଗୁଲ । ପଡ଼ିଲା ଟସ୍ । ଟସ୍ ଜିତିବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେବେ ଆଜିକୁ ମିଶାଇ ଭାରତୀୟ କ୍ରିକେଟର...

Popular

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, RBI ଡ଼ାଟା ସେଣ୍ଟରର କରିବେ ଉଦ୍ଦଘାଟନ

ନନ୍ଦିଘୋଷ ବ୍ୟୁରୋ: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପାଖେଇଲାଣି ବାତ୍ୟା !

ନନ୍ଦିଘୋଷ ବ୍ୟୁରୋ: ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ବାତ୍ୟା ଅର୍ଣ୍ଣବ। ଆଜି...

ଋଷ-ୟୁକ୍ରେନ ଯୁଦ୍ଧ: ଲାଗୁ ହେଲା ଅସ୍ଥାୟୀ ଅସ୍ତ୍ରବିରତି !

ନନ୍ଦିଘୋଷ ବ୍ୟୁରୋ: ଋଷ ଅଧିକୃତ ତଥା ୟୁକ୍ରେନ ଅନ୍ତର୍ଗତ ଓଲେକ୍ସି ସହରରେ...

ଇରାନ ଉପରେ ଆକ୍ରମଣ ନେଇ ଆମେରିକା ଓ ଇସ୍ରାଏଲ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଖୁବ୍ ଶୀଘ୍ର ଆମେରିକା ଓ ଇରାନ ମଧ୍ୟରେ ଚାଲିବ...