ଓଡ଼ିଶା ଶକ୍ତି ପୀଠରେ ଶକ୍ତି ଆରାଧନା, ହରଚଣ୍ଡୀ ବେଶରେ ଦର୍ଶନ ଦେଲେ କଟକ ଚଣ୍ଡୀ September 22, 2025 କଟକ : ପୀଠେ ନବରାତ୍ରୀ । ଶକ୍ତି ପୀଠରେ ଚାଲିଛି ଶକ୍ତି ଆରାଧନା । ବିଭିନ୍ନ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଷୋଡ଼ଶ ଉପଚାର...