ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ତୁରକେଲା ବ୍ଲକ ନାଗଫେଣା ଗାଁରେ ଥିବା ଅଶ୍ବତ୍ଥ ଗଛ ମୂଳରୁ ବାହାରୁଛି ନିରନ୍ତର ପାଣି July 12, 2025 ନନ୍ଦିଘୋଷ ବ୍ୟୁରୋ : ବିସ୍ତୀର୍ଣ୍ଣ ସବୁଜିମା ପରିବେଶ । ପାଖରେ ବଡ ବଡ଼ ପଥର ଚଟାଣ । ଯେଉଁଥିରେ ପାଦୁକା ସହ ଅନ୍ଯ କଳାକୃତିର ରହିଛି ନିଖୁଣ...