spot_img

Tag: Odisha

Browse our exclusive articles!

ଯେତେ ବିରୋଧ ସେତେ ଅମାନିଆ ଇସ୍କନ ; ୧୧ଟି ସ୍ଥାନରେ ଅଦିନିଆ ରଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ଯେତେ ବିରୋଧ ସେତେ ଅମାନିଆ ଇସ୍କନ ।...

ବିଦେଶରେ ଅ-ତିଥିରେ ରଥଯାତ୍ରା କରୁଛି ଇସ୍କନ ; ପୁଣି ଥରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

ନନ୍ଦିଘୋଷ ବ୍ୟୁରୋ : ମାନୁନି, ଭାଙ୍ଗିଚାଲିଛି ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା...

ଜୟପୁରରେ ଭୟଙ୍କର ‘ହିଟ୍ ଆଣ୍ଡ ରନ୍’: ରାସ୍ତାକଡ଼ରେ ଶୋଇଥିବା ପରିବାର ଉପରେ ମାଡ଼ିଗଲା ବେପରୁଆ ଟ୍ରଲର, ୪ ଜୀବନ ଶେଷ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା...

ଆକ୍ସନ ମୋଡରେ କମିଶନରେଟ ପୋଲିସ୍, ମୋଡିଫାଏଡ ସାଇଲେନସର ଦୋକାନରେ ଚଢ଼ାଉ

ଭୁବନେଶ୍ବର: ବିକଟାଳ ଶବ୍ଦ ଓ ସ୍ପିଡ ବାଇକ ଚଲାଉଥିଲେ ହୁସିଆର । ଆକ୍ସନ ମୋଡରେ ଟ୍ରାଫିକ୍ ପୋଲିସ । ଛକ ଛକରେ ଜଗଛି ପୋଲିସ୍ । ରାଜଧାନୀରେ ବାଇକ ଚାଳକଙ୍କୁ ସାବାଡ଼ କରୁଛି...

ବାଜିରେ ଭୁବନେଶ୍ୱର: ବଢ଼ୁଛି ତାତି, ଜମୁଛି ପ୍ରଚାର

ଭୁବନେଶ୍ୱର: ପୌର ପାଇଁ ଜୋରଦାର ହେଉଛି ପ୍ରଚାର । ରାଜଧାନୀରେ ଖରା ତାତି ବଢ଼ିବା ସହ ବଢ଼ୁଛି ରାଜନୈତିକ ଉଷ୍ମତା । ଗତକାଲି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜୋରଦାର...

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

ମାଲକାନଗିରି: ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ...

ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲି ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନରେ ମୋଟ...

ଆଜିଠୁ ଜଳିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର: ସାବଧାନ୍! ଆଜିଠୁ ଜଳିବ ଓଡ଼ିଶା । ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଉତପ୍ତ ଶୁଷ୍କ ବାୟୁ ପ୍ରବେଶ...

Popular

ବିଦେଶରେ ଅ-ତିଥିରେ ରଥଯାତ୍ରା କରୁଛି ଇସ୍କନ ; ପୁଣି ଥରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

ନନ୍ଦିଘୋଷ ବ୍ୟୁରୋ : ମାନୁନି, ଭାଙ୍ଗିଚାଲିଛି ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା...

ଜୟପୁରରେ ଭୟଙ୍କର ‘ହିଟ୍ ଆଣ୍ଡ ରନ୍’: ରାସ୍ତାକଡ଼ରେ ଶୋଇଥିବା ପରିବାର ଉପରେ ମାଡ଼ିଗଲା ବେପରୁଆ ଟ୍ରଲର, ୪ ଜୀବନ ଶେଷ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା...

ଲଗାଣ ବର୍ଷାରେ ଉବୁଟୁବୁ ଝାରସୁଗୁଡ଼ା ଜିଲ୍ଲା ; ଉଛୁଳୁଛି ଲଖନପୁର ବ୍ଲକ ସ୍ଥିତ କୋଇଲିଘୁଘର ଜଳପ୍ରପାତ

ନନ୍ଦିଘୋଷ ବ୍ୟୁରୋ : ଲଗାଣ ବର୍ଷାରେ ଉବୁଟୁବୁ ଝାରସୁଗୁଡ଼ା ଜିଲ୍ଲା l...