petitions challenging the amended Waqf law

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଓ୍ବାକଫ ଆଇନ ମାମଲା। ଓ୍ବାକଫ ସଂଶୋଧନ ଆଇନ-୨୦୨୫ର ସାମ୍ବିଧାନିକ ବୈଧତା ପ୍ରସଙ୍ଗରେ ଦାୟର ହୋଇଥିବା ପ୍ରାୟ ୧୦ଟି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ...