ଜାତୀୟ ତାଜା ଖବର ମୁଖ୍ୟ ଖବର ଶସ୍ତା ହେବ ଗାଡି ଓ ଗୃହ ଋଣ: RBI ରେପୋ ରେଟରେ ହ୍ରାସ କରିପାରେ ୫୦ ବେସିସ୍ ପଏଣ୍ଟ June 6, 2025 ନନ୍ଦିଘୋଷ ବ୍ୟୁରୋ: ଶସ୍ତା ହେବ ଗାଡି ଓ ଗୃହ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ହ୍ରାସ...