ଓଡ଼ିଶା ତାଜା ଖବର ମୁଖ୍ୟ ଖବର ଉମରକୋଟ ପୋଲିସକୁ ବଡ଼ ସଫଳତା, ଲୁଟ୍ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ May 3, 2023 ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ବଡ଼ ସଫଳତା । ଲୁଟ୍ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୧ ଲକ୍ଷ...