UN Vote

ନ୍ୟୁୟର୍କ: ଗାଜାରେ ଅସ୍ତ୍ରବିରତି ଲାଗି ଆଜି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ହେବ ଭୋଟ । ସେପଟେ ଇସ୍ରାଏଲ ଆକ୍ରମଣ ବିରୋଧରେ ବିଶ୍ବବ୍ଯାପୀ ଧର୍ମଘଟ ଆହ୍ବାନ ଦେଇଛି ପାଲେଷ୍ଟାଇନ...