ଓଡ଼ିଶା ତାଜା ଖବର ବାଣିଜ୍ୟ ମୁଖ୍ୟ ଖବର ରାଜ୍ଯରେ ଆକାଶ ଛୁଆଁ ପରିବା ଦର June 13, 2024 ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ଆକାଶ ଛୁଆଁ ପରିବା ଦର । ନିୟମିତ ବଢୁଛି ଦରଦାମ। କଞ୍ଚା ପରିବାରେ ହାତ ମାରିବାକୁ ବି ଡର ଲାଗୁଛି। ଓଡିଶାର ଅଧିକାଂଶ...