Water Flow

ବୌଦ୍ଧ: ଗ୍ରୀଷ୍ମଋତୁ ଆରମ୍ଭରୁ ମହାନଦୀ ଶୁଖିଗଲାଣି । ଛତିଶଗଡ଼ର ବେଆଇନ୍ ନିର୍ମାଣ ଯୋଗୁ ମହାନଦୀରେ ଜଳସ୍ରୋତ କମିବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ଦେଖାଦେଇଛି ଜଳସଂକଟ ।...