WB Governor

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଅଲୋଡ଼ା ସ୍ଥିତି । ଖୋଦ୍‌ ରାଜ୍ୟପାଳ କହୁଛନ୍ତି ରାଜ୍ୟରେ ଚାଲିଛି ହିଟ୍‌ଲର ଶାସନ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ...