ବେତ ଭାଙ୍ଗିଲା ଯାଏଁ ପିଟି ଚାଲିଥିଲେ ସାର୍, ଆଣ୍ଠେଇ କାନ୍ଦୁଥିଲେ ପିଲା- ଦେଖନ୍ତୁ ଭିଡିଓ
ଘଟଗାଁ: ଶିକ୍ଷକ ଯିଏ ଶିଖାନ୍ତି ନମ୍ରତା, ସହନଶୀଳତା । ଯାହାଠାରୁ ଦୁନିଆ ଶିଖେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବାର କୌଶଳ । ନିର୍ଦ୍ଦୟ ନୁହଁ ବରଂ ସମସ୍ତଙ୍କ ପ୍ରତି ଦୟାବାନ ହେବାକୁ ଶିକ୍ଷକ ବତାନ୍ତି ଓ ପ୍ରେରଣା ଦିଅନ୍ତି । ଗୁରୁଙ୍କ ଏଭଳି ଗାରିମାର ବହୁ ନଜିର୍ ମଧ୍ୟ ରହିଛି । ହେଲେ, ଗୁରୁ ଯେ ଛାତ୍ରଛାତ୍ରୀଙ୍କ ପ୍ରତି ଏତେ ଅମଣିଷ ପାଲଟିଯିବେ ଯେ କେହି ଏହା ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । ଦଣ୍ଡମୁକ୍ତ ଅଞ୍ଚଳରେ … Continue reading ବେତ ଭାଙ୍ଗିଲା ଯାଏଁ ପିଟି ଚାଲିଥିଲେ ସାର୍, ଆଣ୍ଠେଇ କାନ୍ଦୁଥିଲେ ପିଲା- ଦେଖନ୍ତୁ ଭିଡିଓ
Copy and paste this URL into your WordPress site to embed
Copy and paste this code into your site to embed