ଲକଡାଉନ୍ ଉପରେ କେସିଆର୍‌ଙ୍କ ଚେତାବନୀ, ନିୟମ ଭାଙ୍ଗିଲେ ଗୁଳି ମାରିବାକୁ ନିର୍ଦ୍ଦେଶ

ତେଲେଙ୍ଗାନା: କରୋନାର କବଳରୁ ବଞ୍ଚିବା ପାଇଁ ସରକାର ପୁରା ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି । ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଅତି ଜରୁରୀକାଳୀନ କାର୍ଯ୍ୟ ନଥିଲେ କେହି ଘରୁ ବାହାରନ୍ତୁନି । କରୋନାର କବଳରୁ ବଞ୍ଚିବା ପାଇଁ ଏବେ ଏକ ମାତ୍ର ଉପାୟ ହେଉଛି ସମସ୍ତେ ନିଜ ଘରେ ରହିବା  । ତେବେ ଏତିକି ବେଳେ କିଛି ମନ୍ଦ ପ୍ରକୃତିର ଲୋକ ଏହି ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି । ଯାହାପାଇଁ ପୁରା ଦେଶ ଅସୁବିଧାରେ ପଡ଼ିବାର ସମ୍ଭାବନା … Continue reading ଲକଡାଉନ୍ ଉପରେ କେସିଆର୍‌ଙ୍କ ଚେତାବନୀ, ନିୟମ ଭାଙ୍ଗିଲେ ଗୁଳି ମାରିବାକୁ ନିର୍ଦ୍ଦେଶ