ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଏବେ ବଜାରରେ ସାନିଟାଇଜର ଏବଂ ମାସ୍କର ଦର ବୃଦ୍ଧି ହୋଇଛି । ଲୋକ ମାନଙ୍କର ଚାହିଦାକୁ ଲକ୍ଷ କରି କିଛି କଳାବଜାରୀ ବ୍ୟବସାୟୀ ସଂସ୍ଥା ଏହାକୁ ବୃଦ୍ଦି କରିଛନ୍ତି । ତେବେ ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ସରକାର  । ଏନେଇ କେନ୍ଦ୍ରମନ୍ତ୍ରୀ ରାମ ଭିଲାସ୍ ପାସୱାନ୍ ଟ୍ୱିଟ୍‌ କରି ସାନିଟାଇଜର ଏବଂ ମାସ୍କର ଦର ଲୋକ ମାନଙ୍କୁ ଜଣାଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ, ୨ … Continue reading ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର