କରୋନାରୁ ବଞ୍ଚିବା ପାଇଁ ଦିଆଗଲା ପ୍ରଥମ ଟୀକା !

ଭାଇରସ ପାଇଁ ଭ୍ୟାକ୍‌ସିନ । ଆମେରିକାରେ ପ୍ରଥମ ଟୀକା ନେଲେ ୪୩ ବର୍ଷୀୟ ମହିଳା । ୪୫ ଜଣଙ୍କ ଉପରେ ୪୫ ଦିନ ଧରି ଚାଲିବ ରିସର୍ଚ୍ଚ । ଯଦି ପରୀକ୍ଷଣ ସଫଳ ରୁହେ, ତେବେ ୧୨ରୁ ୧୮ ମାସ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ । ଏଥିରେ ୧୮ରୁ ୫୫ ବର୍ଷୀୟ ୪୫ ଜଣଙ୍କୁ ସାମିଲ କରାଯାଇଛି । ୬ ସପ୍ତାହ ପର୍ଯ୍ୟନ୍ତ ଏହାର ଅଧ୍ୟୟନ ଚାଲିବ । ସିୟାଟଲ ରିସର୍ଚ୍ଚ ସେଣ୍ଟରରେ କୋଭିଡ୍‌-19 … Continue reading କରୋନାରୁ ବଞ୍ଚିବା ପାଇଁ ଦିଆଗଲା ପ୍ରଥମ ଟୀକା !