ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ଭିତରେ ହେବ ଘନୀଭୂତ
ଭୁବନେଶ୍ୱର: ରଜ ପୂର୍ବରୁ ଓଡ଼ିଶା ଛୁଇଁପାରେ ମୌସୁମୀ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୪୮ ଘଣ୍ଟା ଭିତରେ ହେବ ଘନୀଭୂତ । ଏହାର ପ୍ରଭାବରେ ଉତ୍ତର ଓଡିଶା ସମେତ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଗାତର ୪ ଦିନ ଧରି ଲାଗିରହିବ ବର୍ଷା । ଏହାସହ ଆଜି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଆସନ୍ତା ୧୨ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ପୁରୀ, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ … Continue reading ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ଭିତରେ ହେବ ଘନୀଭୂତ
Copy and paste this URL into your WordPress site to embed
Copy and paste this code into your site to embed