ନେଗେଟିଭ୍‌ ଆସିଲା ଓଡ଼ିଶାରେ କରୋନା ଭାଇରସ୍‌ ରକ୍ତ ନମୂନା

1 min read

ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟରେ ବଞ୍ଚୁଛି । କାହା ସାଙ୍ଗରେ ହାତ ମିସାଇବା ପୂର୍ବରୁ ଶହେଥର ଭାବିବାକୁ ପଡ଼ୁଛି । ଲୋକେ ଘର ବାହାରକୁ ଯିବାପାଇଁ ମଧ୍ୟ ଭୟ କରୁଛନ୍ତି । ଏଭଳି ସମୟରେ ସାରା ବଶ୍ୱ କରୋନାରୁ ବଞ୍ଚିବା ପାଇଁ ବିଭିନ୍ନ ପଦକ୍ଷେ ଆପଣଉଛି ।

ଜାଣନ୍ତୁ ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦ କଣ ?

ଓଡିଶା ବି ଗ୍ରହଣ କରିଛି ସତର୍କତା ମୂଳକ ପଦକ୍ଷେପ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଆଉ ୟାରି ଭିତରେ ପରୀକ୍ଷା କରାଯାଇଥିବା ସବୁ ନମୁନା ନେଗେଟିଭ ଆସିଛି । ଯାହାଫଳରେ ଓଡ଼ିଶାକୁ ଏହି କରୋନା ଭୟରୁ ମୁକ୍ତି ମିଳିଛି ।

ଜାଣନ୍ତୁ ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦ କଣ ?

କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇ ଥିବା ନମୂନା ସବୁ ନେଗେଟିଭ ଆସିଛି । ୨୧ ନମୂନା ମଧ୍ୟରୁ ସମସ୍ତ ନମୂନା ନେଗେଟିଭ ଆସିଛି ।  ସେପଟେ ଓଡ଼ିଶାରେ ମୋଟ ୧୪୧ ଜଣ ନିରୀକ୍ଷଣରେ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply